ଆଜିଠୁ କୋଭିଡ୍‌ କଟକଣା ମଧ୍ୟରେ ଏକା‌ଦଶ ଶ୍ରେଣୀ ପାଠପଢ଼ା

ପୂର୍ବାହ୍ନ ୧୦ଟାରୁ ସାଢ଼େ ଗୋଟାଏ ଯାଏ କ୍ଲାସ ଭୁବନେଶ୍ୱର : ପୂଜା ଛୁଟି ପରେ ଗୁରୁବାରଠାରୁ ଏକାଦଶ ଶ୍ରେଣୀ ପିଲାଙ୍କର ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ ହେବ। ନାମଲେଖା ପ୍ରକ୍ରିୟା ପ୍ରାୟତଃ ଶେଷ ହୋଇଥିବାରୁ ପ୍ରଥମ ଥର ପାଇଁ ଛାତ୍ରଛାତ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜରେ ପାଦ ଥାପିବେ। ଏଥିପାଇଁ ରାଜ୍ୟର ସମସ୍ତ କଲେଜରେ ବ୍ୟାପକ ବ୍ୟବସ୍ଥା ହୋଇଛି। ବିଶେଷକରି କରୋନାକୁ ନଜରରେ ରଖି କ୍ୟାମ୍ପସ ବିଶୋଧନ, ସାମାଜିକ … Continue reading ଆଜିଠୁ କୋଭିଡ୍‌ କଟକଣା ମଧ୍ୟରେ ଏକା‌ଦଶ ଶ୍ରେଣୀ ପାଠପଢ଼ା